Browsing Tag

The G-20 summit is over

ସରିଲା ଜି-୨୦ ସମ୍ମିଳନୀ

ସରିଲା ଜି-୨୦ ସମ୍ମିଳନୀ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରାଜିଲକୁ ହସ୍ତାନ୍ତର କଲେ ପରବର୍ତ୍ତୀ ଜି-୨୦ର ଅଧ୍ୟକ୍ଷତା । ମୋଦୀ କହିଥିଲେ, ଆଶା କରୁଛି 'ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ' ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ । ଆପଣମାନଙ୍କୁ ଧନ୍ୟବାଦ । ଭାରତର 'ଜି୨୦'…