Browsing Tag

The floodwaters touched the Bhattarika temple

ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ବନ୍ୟାଜଳ

ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ବର୍ଷର ପ୍ରଥମ ବନ୍ୟାଜଳ। ମହାନଦୀର ବନ୍ୟାଜଳ ମନ୍ଦିରକୁ ଛୁଇଁବା ନେଇ ୧୪୪ ଧାରା ଜାରି କରାଯାଇଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିରକୁ ଚଳିତ ବର୍ଷ ଛୁଇଁଛି ମହାନଦୀର ପ୍ରଥମ ବନ୍ୟାଜଳ। ଧିରେ ଧିରେ ମନ୍ଦିର ମଧ୍ୟକୁ ବନ୍ୟା ଜଳ ମନ୍ଦିର…