Browsing Tag

The first flood water was removed from Hirakud

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ। ଦିନ ୯ଟାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ସୁଇଚ୍ ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ପ୍ରତି ସେକେଣ୍ଡରେ ୭୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବ। ବର୍ତ୍ତମାନ ଗୋଟିଏ…