Browsing Tag

the fellowship will be available to PhD scholars.

ଏଣିକି ନେଟ୍‍ ଉତ୍ତୀର୍ଣ୍ଣ ହୋଇ ନ ଥିଲେ ବି ପିଏଚ୍‍ଡି ସ୍କଲାରଙ୍କୁ ମିଳିବ ଫେଲୋସିପ୍‍

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଓ ଏ ସମ୍ପର୍କିତ ଅଧ୍ୟୟନ ଉତ୍କର୍ଷ ହେବ। ଗୁଣାତ୍ମକ ଗବେଷଣା ପାଇଁ ଉଚ୍ଚଶିକ୍ଷା ବିଭାଗ ଏଣିକି ବିଶେଷ ଗୁରୁତ୍ୱ ଦେବ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‍ଡି ଅଧ୍ୟୟନ କରୁଥିବା ଗବେଷଣାର୍ଥୀଙ୍କୁ ଫେଲୋସିପ୍‍ ରାଜ୍ୟ ସରକାର ଯୋଗାଇବେ।…