ବାପା ଅତିକଙ୍କ ହତ୍ୟା ଖବର ଶୁଣି ଜେଲ ଭିତରେ ଚେତାଶୂନ୍ୟ ହୋଇଗଲେ ବଡ ପୁଅ ଉମର
ମାଫିଆ ଅତିକ ଅହମ୍ମଦ ଓ ତା'ର ଭାଇ ଅସରଫକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଦୁହିଁଙ୍କୁ ପ୍ରୟାଗରାଜ ମେଡିକାଲକୁ ଚେକଅପ୍ ପାଇଁ ନେଉଥିବା ବେଳେ ୩ ଜଣ ସୁଟର ଦୁଇ ଭାଇଙ୍କୁ ଗୁଳି କରିଛନ୍ତି ।
ଏହି ଖବର ଜେଲରେ ଥିବା ଗ୍ୟାଙ୍ଗଷ୍ଟାରର ବଡ ପୁଅ…