ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଏଏସ୍ଆଇ ଏହି ରୋଗରେ ଆକ୍ରାନ୍ତ ଥିଲେ ବୋଲି କହିଲେ ଡାକ୍ତର
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲେ ଏଏସ୍ଆଇ ଗୋପାଳ ଦାସ ? ତାକୁ ନେଇ ସବୁଠି ଆଲୋଚନା। ଗୋପାଳଙ୍କ ମାନସିକ ସ୍ଥିତି ଭଲ ନ ଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିଛି। ଗୋପାଳଙ୍କୁ ଚିକିତ୍ସା କରୁଥିବା…