ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ମମ୍ ଡାକ୍ତର
ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍ ସେକ୍ସନ୍ ଦ୍ୱାରା ଏକ ଶିଶୁ କନ୍ୟା ସମ୍ମମ୍ରେ ଜନ୍ମଲାଭ କରିଥିବା ବେଳେ ଜନ୍ମ…