ନଭେମ୍ବର ୮ ପର୍ଯ୍ୟନ୍ତ ଘୁଞ୍ଚିଲା ବସ୍ ଧର୍ମଘଟ ନିଷ୍ପତ୍ତି
ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ନେଇ ଆସନ୍ତା ନଭେମ୍ବର ୮ ତାରିଖରେ ନିଷ୍ପତ୍ତି ନିଆଯିବ । ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ନଭେମ୍ବର ୧ ତାରିଖରେ ୧୦ଟି ଜିଲ୍ଲାରେ ହେବ ବସ୍ ଧର୍ମଘଟ ହେବ । ଭବାନୀପାଟଣା ସହ…