Browsing Tag

The death penalty of 8 ex-Indian Navy personnel has been suspended in Qatar

କତାରରେ ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ ଉପରେ ଲାଗିଲା ରୋକ

ଭାରତର ବଡ କୂଟନୈତିକ ବିଜୟ । ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ଭାରତୀୟ । ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ କୋହଳ କଲେ କତାର କୋର୍ଟ । ସମସ୍ତଙ୍କୁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି…