Browsing Tag

The D Brothers appear in court to testify

ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଡି ବ୍ରଦର୍ସ ହାଜର

କଟକ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ। କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଛନ୍ତି ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ। ଦୀପୁ ମଲ୍ଲିକ ଓ ଓମ୍‌ ସ୍ୱାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ ହାଜର କରାଯାଇଥିଲା। ୨୦୧୩ ନଭେମ୍ବର ମାସରେ ଦୀପୁ ଓ ଓମ୍‌ଙ୍କୁ ଅପହରଣ ପରେ…