Browsing Tag

The covid vaccination will start again in the state

ପୁଣିଥରେ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାକରଣ

ରାଜ୍ୟରେ ପୁଣି ୧୯ରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଏହି ଟିକାକରଣରେ ଦ୍ବିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ଦିଆଯିବ। କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ରହିବ। ହସ୍ପିଟାଲ ଗୁଡ଼ିକରେ ଚାଲିବ ଏହି ପୁନଃ ଟିକାକରଣ କାର୍ଯ୍ୟକ୍ରମ। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଦେଶରେ ଏବେ…