Browsing Tag

The Chief Minister will visit Kalahandi on March 5

ମାର୍ଚ୍ଚ ୫ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ମାର୍ଚ୍ଚ ୫ରେ କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଳାହାଣ୍ଡିରେ ଉତ୍ସାହ। ଗୋଲାମୁଣ୍ଡା ବ୍ଲକ ବୃନ୍ଦା ବାହାଲ ଖେଳ ପଡିଆରେ ଅବତରଣ କରିବା ସହ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣିରୁ ଧର୍ମଗଡ ଭାୟା ଗୋଲାମୁଣ୍ଡା…