କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଏ , ସେଥିପାଇଁ ରାଜ୍ୟସରକାର ନୂଆ ନୂଆ ଯୋଜନା କରୁଛନ୍ତି । ତେବେ ଆଜି ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପାର କରିଛି ଓଡିଶା । ରାଜ୍ୟରେ ଜଣେ ସାଧାରଣ ଲୋକ କ୍ୟାନସର ଚିକିତ୍ସା ସଠିକ ରୂପରେ ପାଇବା ପାଇଁ…