ଭାରତୀୟ ହକି ଟିମ୍ର ଅମିତ ରୋହିଦାସଙ୍କୁ ଦେଢ କୋଟିର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଚାଇନା ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସର ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଟିମ୍ର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ମିଳିବ ପୁରସ୍କାର। ଭାରତୀୟ ଦଳର ସଦସ୍ୟଭାବେ ଓଡ଼ିଆ ପୁଅ ଅମିତ ରୋହିଦାସ ଏହି ସ୍ୱର୍ଣ୍ଣିମ ସଫଳତାରେ ଭାଗୀଦାର ହୋଇଥିବାରୁ ତାଙ୍କ ପାଇଁ ପୁରସ୍କାର ରାଶି…