Browsing Tag

The bridegroom crossed the overflowing river and reached the bride’s house for the wedding

ଉଛୁଳା ନଦୀ ପାରହୋଇ ବିବାହ ପାଇଁ କନ୍ୟାଘରେ ପହଞ୍ଚିଲା ବର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ଅନେକ ବିବାହ ଘଟିଛି। କିନ୍ତୁ  ଏଭଳି ବିବାହ ହେଉଛି ପ୍ରଥମ। ଏଥିରେ ଜଣେ ବର ନଦୀର ଅକାତକାତ ପାଣିରେ କାଠ ଡ଼ଙ୍ଗାରେ ନଦୀ ପାର ହୋଇ ବିବାହ ପାଇଁ  କନ୍ୟା ଘରେ ପହଁଚିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ସିର୍ତ୍ତିଗୁଡ଼ା…