ଥାଇରଏଡ୍ ଯୋଗୁଁ ପୁରୁଷଙ୍କ ମଧ୍ୟରେ ଦେଖାଦେଇଥାଏ ଗମ୍ଭୀର ସମସ୍ୟା: କରନ୍ତୁନି ଏହିସବୁ କାମ
ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦେଖିବାକୁ ମିଳୁଛି। ଏହାର ଅନେକ ଲକ୍ଷଣ ଅଛି ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ କିଛି ଲକ୍ଷଣ କେବଳ ପୁରୁଷଙ୍କ ମଧ୍ୟରେ ନଜର ଆସିଥାଏ। ହାଇପୋଥାଇରଏଡିଜିମ୍ ପୁରୁଷମାନଙ୍କଠାରେ କମ୍ ଟେଷ୍ଟୋଷ୍ଟେରନ୍ ହର୍ମୋନ, ଦୁର୍ବଳ…