ଦିଲ୍ଲୀ ରୁ ଗିରଫ ହାବିବୁର ୨୦୦୬ରେ ଶେଷ ଥର ଆସିଥିଲା ଓଡିଶା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସନ୍ଦିଗ୍ଧ ଅଲ୍କାଏଦା ସଦସ୍ୟ ଅବଦୁର ରହମନ ପରେ ଏବେ ଆଉଜଣେ ଓଡ଼ିଆ ଯୁବକ ହବିବୁର୍ ରହମନଙ୍କୁ ଆତଙ୍କାବାଦୀ ଲିଙ୍କ୍ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଗିରଫ କରିଛି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଡାକୁଡ଼ା ଅଞ୍ଚଳରେ ବୋଲି…