ମନ୍ଦିର ବେଢ଼ାରେ କୁକୁର ବୁଲାଇବା ପଡିଲା ମହଙ୍ଗା : ମାମଲା ରୁଜୁ କଲା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୁଣା ଭୁବନେଶ୍ୱର ବଣିଆ ସାହି ସ୍ଥିତ ବକ୍ରେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ନିଜ ପୋଷା କୁକୁରକୁ ବୁଲାଇ ହରଡ଼ଘଣାରେ ପଡ଼ିଛନ୍ତି ତୋଫାନ ସାମନ୍ତରାୟ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଓୟୁପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ ।…