Browsing Tag

Temple

ମନ୍ଦିରରୁ ୧୫ ଅଷ୍ଟଧାତୁ ମୁର୍ତ୍ତୀ ଚୋରୀ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମନ୍ଦିରରୁ ଚୋରି। ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରେ ପଛପଟେ ଜଗିଥିଲା ପୋଲିସ୍ କିନ୍ତୁ ମନ୍ଦିରରୁ 15ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରୀ କରି ନେଲେ ଦୁର୍ବୃତ୍ତ। ଗତ କାଲି ରାତିରେ ଏହି ଚୋରି ହୋଇଥିବା ସୂଚନା।…

ଦର୍ଶନ ପରେ ମନ୍ଦିର ପାହାଚରେ କାହିଁକି ବସନ୍ତି

ପ୍ରାୟ ସମସ୍ତେ ମନ୍ଦିର ମନ୍ଦିର ଦର୍ଶନ ପରେ କିଛି ସମୟ ପାଇଁ ବାହାର ପାହାଚରେ ବସିଥାନ୍ତି କାରଣ ଏହା ଏକ ପ୍ରାଚୀନ ପରମ୍ପରା ଯାହାର ଏକ ବିଶେଷତ୍ତ୍ୱ ରହିଛି । ବାସ୍ତବରେ ମନ୍ଦିର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ । ସେହି ଶ୍ଳୋକଟି ହେଉଛି “ଅନାୟାସେନ ମରଣମ୍, ବିନା ଦେନ୍ୟେନ ଜୀବନମ୍,…

ଖୋଲିଲା ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର। ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ ଯାଞ୍ଚ ପରେ…

ଦିନରେ ଅନେକ ଥର ରୂପ ରଙ୍ଗ ବଡଳାଉଛି ଦେବୀ ମୂର୍ତ୍ତି, ରହସ୍ୟ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆମଦେଶରେ ରହିଥିବା ଧାର୍ମିକ ସ୍ଥଳିଗୁଡ଼ିକରେ ଏପରି କିଛି ରହସ୍ୟ ଅଛି, ଯାହାର ଆଦି ଅନ୍ତ ଯୁଗଯୁଗ ଧରି ମଧ୍ୟ କେହି ପାଇ ପାରି ନାହାନ୍ତି। କେଉଁଠି ମନ୍ଦିର କାନ୍ଥ ଶୂନ୍ୟରେ ରହିଛି ତ କେଉଁଠି ପାଣିରେ ଦୀପ ଜଳୁଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ମନ୍ଦିର ବିଷୟରେ କହିବୁ ଯେଉଁଠି…

ପାଣିରେ ଜଳୁଛି ଦୀପ, କାରଣ ଖୋଜି ଖୋଜି ବୈଜ୍ଞାନିକ ହାଲିଆ

ଆମଦେଶରେ ରହିଥିବା ବିଭିନ୍ନ ଧାର୍ମିକ ପୀଠ ଗୁଡ଼ିକର କିଛିନା କିଛି ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ସେଗୁଡ଼ିକର ରହସ୍ୟ ଭେଦ କରିବା ଆଜି ଯାଏଁ ବୈଜ୍ଞାନିକମାନଙ୍କ ପକ୍ଷେ ସମ୍ଭବ ହୋଇ ନାହିଁ। ସେହିଭଳି ଏକ ଆଶ୍ଚର୍ଯ୍ୟ ହେଉଛି ଗଡିୟାଘାଟ ଦେବୀ ମାଙ୍କ ମନ୍ଦିର। କାଲିସିନ୍ଧ ନଦୀ କୂଳରେ ନିର୍ମିତ…

ଶିବ ମନ୍ଦିର ଯିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ ନିୟମ

ପ୍ରତ୍ୟକ ମାସର ସୋମବାର ସମସ୍ତ ଶିବ ଭକ୍ତ ଙ୍କ ପାଇଁ ପ୍ରିୟ ଅଟେ । ଆପଣ ବାରମାସ ସୋମବାର କରନ୍ତୁ ମାତ୍ର ସେହି ନିୟମ ଯଦି ପାଳନ କରି ମନ୍ଦିର ଯିବେ ତେବେ ଆପଣ ଯେଉଁ କାର୍ଯ୍ୟ ନିମନ୍ତେ ଯାଉଥିବେ ସେହି କାର୍ଯ୍ୟ ଆପଣଙ୍କର ସଫଳ ହେବ । ବହୁତ ଲୋକ କହିଥାନ୍ତି ଆମ୍ଭେ ଯେଉଁ ଇଚ୍ଛା ନେଇ ମନ୍ଦିରକୁ…

ଏହି ସବୁ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ମନା, ଜାଣନ୍ତୁ କାରଣ କଣ..

ଭାରତରେ ହାଜର ହଜାର ସଂଖ୍ୟାର ମନ୍ଦିର ରହିଛି। ଭକ୍ତମାନେ ମନ୍ଦିର ଯାଆନ୍ତି, ଭଗବାନଙ୍କ ଉପାସନା ସହ ନିଜର ମନସ୍କାମନା ଜଣାନ୍ତି। ଅନେକ ଧାର୍ମିକ ବିଶ୍ୱାସ ମଧ୍ୟ ଏହି ମନ୍ଦିରଗୁଡ଼ିକ ସହିତ ଜଡିତ ରହିଛି। ଆମ ଦେଶରେ ଏପରି ଅନେକ ମନ୍ଦିର କିମ୍ବା ଧାର୍ମିକ ସ୍ଥାନ ଅଛି, ଯେଉଁଠାରେ ମହିଳାମାନଙ୍କୁ…

ଭାରତର ଏହି ସ୍ଥାନରେ ରହିଛି ବେଙ୍ଗ ମନ୍ଦିର

ଭାରତର ମନ୍ଦିରରେ ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରାଯାଇଥାଏ, କିନ୍ତୁ ଆପଣ କେବେ ଏମିତି ମନ୍ଦିର ବିଷୟରେ ଶୁଣିଛ ଯେଉଁଠାରେ ବେଙ୍ଗ ପୂଜା ପାଆନ୍ତି?ବାସ୍ତବରେ, ଏହି ଭଳି ଅନନ୍ୟ ମନ୍ଦିର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର-ଖେରୀ ଜିଲ୍ଲାର ଓୟାଲ ସହରରେ ଅବସ୍ଥିତ। ଏହା ହେଉଛି ଭାରତର ଏକମାତ୍ର…

ଏହି ମନ୍ଦିରରେ ଦିନରେ ୩ ଥର ରୂପ ରଙ୍ଗ ବଦଳାଉଛି ଦେବୀଙ୍କ ମୂର୍ତ୍ତି

ଆମଦେଶରେ ରହିଥିବା ମନ୍ଦିରଡ଼ିକରେ ଏପରି କିଛି ରହସ୍ୟ ଲୁଚି ରହିଥାଏ, ଯାହାର ଆଦି ଅନ୍ତ ଯୁଗଯୁଗ ଧରି ମଧ୍ୟ କେହି ପାଇ ପାରି ନାହାନ୍ତି। କେଉଁଠି ମନ୍ଦିର କାନ୍ଥ ଶୂନ୍ୟରେ ରହିଛି ତ କେଉଁଠି ପାଣିରେ ଦୀପ ଜଳୁଛି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ମନ୍ଦିର ବିଷୟରେ କହିବୁ ଯେଉଁଠି ପୂଜା…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ : ସିଂହଦ୍ୱାର ଥାନାରେ ଏତଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବାରମ୍ବାର ଏହିଭଳି ଶ୍ରୀମନ୍ଦିରର ଫଟୋ ବିଭିନ୍ନ ସମୟରେ ଭାଇରାଲ ହେଉଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ…