ଗାଧୋଇବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ ନଚେତ ହୋଇଯିବେ ଦରିଦ୍ର
ଆମ ହିନ୍ଦୁ ଧର୍ମ ବାସ୍ତୁଶାସ୍ତ୍ର ଆଧାରରେ ଚାଲିଥାଏ l ପ୍ରତ୍ୟେକ କାର୍ଯ୍ୟରେ ଆମେ ବାସ୍ତୁ ଶାସ୍ତ୍ରକୁ ଗୁରୁତ୍ୱ ଦେଇଥାଉ l ସେହିଭଳି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଗାଧୋଇବା ପରେ ଆପଣ କିଛିଟା କାର୍ଯ୍ୟକୁ ଆଦୌ କରିବା ଉଚିତ ନୁହେଁ l ଆମେ ଗାଧୋଇ ସାରିବା ପରେ ଗାଧୁଆ ଘରକୁ ପ୍ରାୟତଃ…