Browsing Tag

Teacher

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ଧର୍ମଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସ୍କୁଲରେ ମୋଟ ୪୧୧ ଛାତ୍ରଛାତ୍ରୀ ଥିବାବେଳେ ସ୍କୁଲରେ ମାତ୍ର…

ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ -ୟୁଜିସି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି ୟୁଜିସି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ…

ଉମରକୋଟରୁ ନକଲି ଶିକ୍ଷକ ଗିରଫ

ଉମରକୋଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଗିରଫ ହେଲେ ନକଲି ଶିକ୍ଷକ । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ଶିକ୍ଷକ ନକଲି ବିଇଡ଼ି ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ହେବ ଚାକିରୀ କରୁଥିଲେ। ବର୍ତ୍ତମାନ ସାର୍ଟିଫିକେଟ ଯାଞ୍ଚ ପରେ ଶିକ୍ଷକଙ୍କ ବି ଇ ଡି ସାର୍ଟିଫିକେଟ…

୮୮ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପଦୋନ୍ନତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟାରେ ବ୍ଲକର କାର୍ଯ୍ୟରତ ୮୮ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି । ୮୨ ଜଣ ଶିକ୍ଷକଙ୍କୁ ବରିଷ୍ଠ ବର୍ଗରେ, ୨ ଜଣଙ୍କୁ ଲେବୁଲ ୩ ଓ ୪ ଜଣଙ୍କୁ ଲେବୁଲ…

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି : ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ…

୫୦ ଟଙ୍କା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କ ସାର୍ଟିଫିକେଟ ରେ ଲେଖିଲେ ବ୍ୟାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁରୁ ଓ ଶିଷ୍ୟ ର ସମ୍ପର୍କ ନିଆରା। ଶିଷ୍ୟ ପାଇଁ ଗୁରୁ ର ସ୍ଥାନ ଭଗବାନଙ୍କ ଠାରୁ ମଧ୍ୟ ଉଚ୍ଚରେ। ତବେ ଯଦି ଏହି ଗୁରୁ ଭଗବାନ ରୁ ସୈତାନ ସାଜେ ତେବେ ସେ ଶିଷ୍ୟର ଭବିଷ୍ୟତ ନଷ୍ଟ କରିବାକୁ ପଛଘୁଞ୍ଚା ଦିଏନାହିଁ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି…