ଉତ୍ତମ ବ୍ୟକ୍ତିତ୍ୱ ଗଢି ତୋଳିବା ପାଇଁ ନିଜ ପିଲାଙ୍କୁ ଛୋଟ ବେଳରୁ ଶିଖାନ୍ତୁ ଏହିସବୁ ସଂସ୍କାର
ସବୁ ପିତାମାତା ନିଜ ସନ୍ତାନ ର ବିକାଶ ଓ ଉନ୍ନତି ଇଚ୍ଛା କରନ୍ତି । କାରଣ ଗୋଟିଏ ସୁ-ସଂସ୍କାର ପାଇଥିବା ସନ୍ତାନ ନିଜ ପିତାମାତା ଙ୍କୁ ଗୌରବାନ୍ଵିତ କରିଥାଏ । ଆଜିକାଲି କର୍ମ ବହୁଳ ଜୀବନରେ ପ୍ରାୟ ଉଭୟ ମାତା ପିତା ନିଜ କାର୍ଯ୍ୟ କ୍ଷେତ୍ରରେ ବେସ୍ତ ରହୁଛନ୍ତି । ଯାହାଦ୍ଵାରା ସନ୍ତାନ ମାନେ…