ସକାଳେ ଖାଲି ପେଟରେ ଚା ପିଇଲେ କଲେ କଣ ହୁଏ ?
ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ। ପୃଥିବୀରେ ମଣିଷ ହିଁ କେବଳ ମାତ୍ର ଏକ ଜୀବ ଯିଏ କି ଚା ପିଇ ଥାଏ…