Browsing Tag

Tea

ଭୁଲରେ ବି ଚା’ ସହିତ ଖାଆନ୍ତୁ ନାହିଁ ଏସବୁ ଜିନିଷ… ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ି ପାରନ୍ତି

କେତେକ ଲୋକଙ୍କ ପାଇଁ ଚା’ ନିଶା ପରି ହୋଇଥାଏ। ଦିନରେ ଅତିକମରେ ଗୋଟେ କପ୍ ଚା ନପିଲେ ତାଙ୍କ ମୁଣ୍ଡ କାମ ଦିଏନି। ଆଉ କେତେକ ଲୋକ ଏତେ ଚା ପ୍ରୀୟ ଯେ ଯେତେ କପ୍ ଚା ଦେଲେବି ସେମାନେ କେବେ ମନା କରିବେନି। କିନ୍ତୁ ଆପଣ ଜାଣନ୍ତି କି ଖାଲି ପେଟରେ ଚା ପିଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ।…

ଚା’ ସହ ସେବନ କରନ୍ତୁ ନାହିଁ ଏହି ଜିନିଷ

ଚା’ ପିଇବା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଚା’ ସହ କିଛି ଜିନିଷର ସେବନ କରିବା ଦ୍ୱାରା ଆମ ଶରୀରରେ କ୍ଷତି ହୋଇଥାଏ। ଚା’ ସହ ଯେକୌଣସି କଞ୍ଚା ଜିନିଷ ସେବନ କରିବା ଉଚିତ ନୁହେଁ। ଚା’ ସହ ସାଲାଡ,ଗଜାମୁଗ, ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।…

ଶୀତଦିନେ ଚା’ ପିଇବାକୁ ଭଲ ପାଉଥିବା ବ୍ୟକ୍ତି ବଦଳାନ୍ତୁ ଅଭ୍ୟାସ

ଆମ ଭିତରୁ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ଚା’ ପିଇବାକୁ ମନା କରୁଥିବେ। ଆଉ ଶୀତ ଦିନେ ଚା’ ପିଇବାର ମଜା ହିଁ ଅଲଗା। ଚା’ ଏମିତି ଏକ ପାନୀୟ ଯାହା ବିନା ସକାଳ ହୁଏନି। ହେଲେ ଯେଉଁ ଚା’ ଆପଣଙ୍କ ଜୀବନ ବୋଲି କହୁଛନ୍ତି ସେହି ଚା’ ଆପଣଙ୍କ ଜୀବନ ନେଇଯିବ କ୍ଷଣ କରେ। ଏସବୁ ପଢ଼ି ଅଜବ ଲାଗିବ…

ଚା’ ପିଇବା ଦ୍ୱାରା ମିଳିଥାଏ ଶରୀରକୁ ଏହି ସବୁ ଫାଇଦା, ଜାଣନ୍ତୁ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟପେୟ ପ୍ରତି ଅବହେଳା ସାଧାରଣ କଥା ହୋଇଗଲାଣି। କାର୍ଯ୍ୟବସ୍ତତାରେ ଲୋକଙ୍କୁ ଖାଇବାକୁ ସମୟ ହେଉନାହିଁ। କିନ୍ତୁ ଅଫିସରେ ଚା ପିଇଦେଲେ କାମ ସରିଗଲା ଭାବିନିଅନ୍ତି। ତେବେ ଆମେ ସବୁବେଳେ ଏହା ଶୁଣିବାକୁ ପାଉ ଯେ, ଶରୀର ପାଇଁ ଚା ବହୁତ ହାନିକାରକ ହୋଇଥାଏ।…

ପ୍ରତିଦିନ ପିଉଛନ୍ତି କି ଚା , ଶରୀର ପାଇଁ ହୋଇପାରେ କ୍ଷତି, ଜାଣନ୍ତୁ କିପରି

ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ ଖାଲି ପେଟରେ ଚା ପିଇବା ଉଚିତ୍ ନୁହେଁ, କାରଣ ଏହା ପେଟରେ ଏସିଡିଟି ସମସ୍ୟ ସୃଷ୍ଟି କରିଥାଏ । ଏହା ସହ ସକାଳୁ ଉଠିଲେ ଆଗ ସମସ୍ତେ ଚା ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ…

ଚା’ରେ ଚିନି ବଦଳରେ ମିଶାନ୍ତୁ ଗୁଡ଼, ଜାଣନ୍ତୁ ଏହାର ଫାଇଦା

ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ ସୌକିନ ଥାନ୍ତି । ଏହାଛଡ଼ା ଅଧିକାଂଶ ଲୋକ କାମ କରିବା ବେଳେ ମଧ୍ୟ ଚା’ ପିଇଥାନ୍ତି । କୁହାଯାଏ ଚା’ ପିଇଲେ ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ଅଧିକାଂଶ ଲୋକେ ଚା’ରେ ଚିନି ନେଇଥାନ୍ତି । ହେଲେ ଚିନି ଅପେକ୍ଷା ଚା’ରେ…

ଗେଣ୍ଡୁ ଫୁଲ ଚା’ ଶରୀର ପାଇଁ ହୋଇଥାଏ ଖୁବ ଲାଭକାରୀ, ଜାଣନ୍ତୁ ଔଷଧିୟ ଗୁଣ

ଆପଣ ଗେଣ୍ଡୁ ଫୁଲକୁ କେବଳ ପୂଜା ପାଇଁ ବ୍ୟବହାର ହେଉଥିବାର ଜାଣିଥିବେ । ଘର ସଜାଇବା କାମରେ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଗେଣ୍ଡୁ ଫୁଲର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ଆପଣଙ୍କ ତ୍ୱଚା ସହ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ।ଶୁଣିବାକୁ ଅଜବ ଲାଗୁଥିଲେ…