ଅଧିକ ଦକ୍ଷିଣା ନଦେବାରୁ ଭକ୍ତଙ୍କୁ ହାଣିଲେ ସେବାୟତ
ଓଡିଶା ଫାଷ୍ଟ( ବ୍ୟୁରୋ): ମନ୍ଦିର ଭଳି ପବିତ୍ର ସ୍ଥାନରେ ଲାଗିଲା ରକ୍ତର ଛିଟା। ଗଞ୍ଜାମ ଜିଲ୍ଲାର ପବିତ୍ର ଶକ୍ତିପିଠ ମାଁ ତାରା ତାରିଣୀ ଙ୍କ ପୀଠରେ ଘଟିଛି ଅଭାବନୀୟ ଘଟଣା । ମୋଟା ଅଙ୍କର ଦକ୍ଷିଣା ନ ଦେବାରୁ ଦୁଇ ଜଣ ଭକ୍ତଙ୍କୁ ଖଣ୍ଡାରେ ହାଣି ଦେଲେ କିଛି ସେବାୟତ । ଗୁରୁତର ଭାବେ ଆହତ…