ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ଷ୍ଟାର ବିକ୍ରମ
ହସ୍ପିଟାଲରେ ଭର୍ତ୍ତି ହେଲେ ଜଣାଶୁଣା ତାମିଲ ଅଭିନେତା ଚିୟାନ ବିକ୍ରମ। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଞ୍ଜିଓଗ୍ରାମ କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି। ଆଜି ନ ହେଲେ ଆସନ୍ତାକାଲି ତାଙ୍କୁ ଡିସ୍ଚାର୍ଜ କରି ଦିଆଯିବ। ତେବେ ହସ୍ପିଟାଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କିଛି…