ରାତିରେ ଠିକରେ ନିଦ ଆସିବା ପାଇଁ ନେଉଛନ୍ତି କି ମେଡ଼ିସିନ, ତାହା ଶରୀର ପାଇଁ ହୋଇପାରେ ଏଭଳି ଘାତକ
ରାତିରେ ଯଦି ଆପଣଙ୍କୁ ଠିକରେ ନିଦ ନଲାଗୁଛି ବା କିଛି ଟେନସନରେ ଅଛନ୍ତି, ତେବେ ଆପଣ ଏଥିପାଇଁ ନିଦ ବଟିକାର ସାହାଯ୍ୟ ନେଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ, ଏହା ଆପଣଙ୍କ ଶରୀର ପାଇଁ ହୋଇପାରେ ମାରାତ୍ମକ । ଜାଣନ୍ତୁ କ'ଣ ହୋଇପାରେ ନିଦ ବଟିକା ଖାଇବାର ଦୁସ୍ପ୍ରଭାବ । ଆଜି ଆପଣଙ୍କୁ…