ଭୁବନେଶ୍ବର AIIMS ର ରିପୋର୍ଟ; ପାର୍ଥଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ଜଟିଳତା
ଭୁବନେଶ୍ବର AIIMS ରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ଜଟିଳତା । ଗତକାଲି ତାଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏୟାର ଲିଫ୍ଟ କରିବାକୁ…