ଆଜି ପହିଲି ରଜ, ସଜବାଜ ସହ ପିଠା ଖାଇବାର ମଜା ଖୁବ୍ ସ୍ୱତନ୍ତ୍ର
ପିପିଲି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଂଚଳ । ଏହାରି ଭିତରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବଟିରେ ରହିଛି ଅନେକ ସ୍ୱତନ୍ତ୍ରତା ।…