Browsing Tag

Suspected para recovered from Paradip to go to CFSL

ସିଏଫଏସଏଲ୍ ଯିବ ପାରାଦୀପରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା

ସିଏଫଏସଏଲ୍ ଯିବ ସନ୍ଦିଗ୍ଧ ପାରା । କୋଲକାତା କିମ୍ବା ହାଇଦ୍ରାବାଦକୁ ପାରାକୁ ପଠାଯାଇପାରେ । ପାରାର ଡିଏନଏ ଟେଷ୍ଟ ମଧ୍ୟ କରାଯାଇପାରେ । ଡେଣାରେ ଲେଖାଥିବା ଭାଷାକୁ ବୁଝିବା ପାଇଁ ହେଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି ।…