୪ଟି ବସରେ ସୁରତରୁ ଓଡିଶା ଫେରିଲେ ଶ୍ରମିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍ଡାଉନ ଘୋଷଣା କରିବାପରେ କାମଧନ୍ଦା ନପାଇ ଲକ୍ଷଲକ୍ଷ ପ୍ରବାସୀ ଓଡିଆ ଶ୍ରମିକମାନେ ବିିଭିନ୍ନ ସ୍ଥାନରେ ଫଶି ରହିଛନ୍ତି। ଖାଇବା ପିଇବାକୁ ନପାଇ ଶ୍ରମିକମାନେ ନିର୍ଯାତନାର ଭିଡିଓ ମଧ୍ୟ ସେୟାର କରିଥିଲେ।…