Browsing Tag

Surat

ସୁରତରୁ ବାହାରିଲା ଆଉ ୬୬ଟି ବସ୍ : ଫେରୁଛନ୍ତି ୪ହଜାର ପ୍ରବାସୀ ଓଡିଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ସୁରତରୁ ଓଡ଼ିଶା ଅଭିମୁଖେ  ଆଉ ୬୬ଟି ବସ୍ ବାହାରିଛି।  ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଆ ଫେରୁଛନ୍ତି । ସୂଚନାଯୋଗ୍ୟ, ଓଡ଼ିଆମାନେ ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ । ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ…

ଅଗ୍ନିକାଣ୍ଡ ନେଲା ୧୭ ଛାତ୍ରଛାତ୍ରୀଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜୁରାଟର ସୁରଟରେ ଥିବା ତକ୍ଷଶିଳା କମ୍ପେକ୍ସରେ ଅଗ୍ନିକାଣ୍ଡ । ଏକ ୪ ମହଲା କୋଠା ଉପରୁ ଜୀବନ ବଞ୍ଚିବାକୁ ଡେଇଁ ୧୭ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ମୃତକଙ୍କ ପରିବାରକୁ ୪ ଲକ୍ଷ…

ବିଳମ୍ବ ରେ ପହଞ୍ଚିବାରୁ ସର୍ଵ ସମ୍ମୁଖରେ କ୍ଷମାପ୍ରାର୍ଥନା କରି ପ୍ରବାସୀ ଓଡ଼ିଆଙ୍କ ମନଜିଣିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରଟର ଓଡିଶା ମହୋତ୍ସବରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ଦେଇ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ସହ କଲଚରାଲ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି…

ମୋଦିଙ୍କ ଗଡରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବେ ନବୀନ, ଗୁରୁଦାୟିତ୍ୱ ରେ ପ୍ରଣବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦିନିକିଆ ସୁରଟ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୁରଟ ଯିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁରଟରୁ ସିଧା…

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସୁରଟ ଗସ୍ତକୁ ବିରୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଗୁଜରାଟର ସୁରଟ ଗସ୍ତ ବେଳେ ସ୍ଥାନୀୟ ଓଡ଼ିଆ ବିରୋଧ କରିଥିଲେ । ଟିଟ୍‌ଫଣ୍ଡ ପ୍ରସଙ୍ଗରେ ଓଡିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସେଠାକାର ଓଡ଼ିଆମାନେ ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ।…