ଅବସର ପାଇଁ ୬୫ ବର୍ଷ ବୟସ ନିହାତି କମ – ଜଷ୍ଟିସ ରମନା
ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୫ ବର୍ଷକୁ ଧାର୍ଯ୍ୟ କରାଯାଇଛି । ତେବେ ଅବସର ନିମନ୍ତେ ଏହି ବୟସସୀମା ନିହାତି ସହଳ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନା ମତବ୍ୟକ୍ତ କରିଛନ୍ତି । ୬୫ ବର୍ଷରେ ପଦାର୍ପଣ କରିବାପରେ ଜଷ୍ଟିସ…