Browsing Tag

suprime court of india

ମା’ର ଦେଖାଶୁଣା ପାଇଁ ବଡ ଘର ନାହିଁ ବଡ ହୃଦୟ ଦରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମା’ର ଦେଖାଶୁଣା କରିବା ଏବଂ ରଖିବା ପାଇଁ ବଡ ଘର ଦରକାର ନାହିଁ ବଡ ହୃଦୟ ଦରକାର ବୋଲି ଏକ ପରିବାରିକ ବିବାଦର ଶୁଣାଣି କରି ଦେଶର ସବୋର୍ଚ୍ଚ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପଣୀ ଦେଇଛନ୍ତି । ୮୯ ବର୍ଷ ବୟସ୍କ ଜଣେ ବୃଦ୍ଧା ବୈଦେହୀ ସିଂହ ଡିମେନସିଆ ରୋଗରେ ପୀଡ଼ିତ । କିନ୍ତୁ…

କଳାକାଚ ହଟାଇବା ଅଭିଯାନ: ୨୫୫୦୦ ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର: କଳାକାଚ ଲଗାଇ ଅନେକ ସମୟରେ ଅପରାଧ ଘଟାଉଛନ୍ତି ଅପରାଧ । ଏହି କାରଣ ପାଇଁ ଭୁବନେଶ୍ବର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ ଆରମ୍ଭ ହୋଇଛି । ଦୁଇଦିନରେ ୫୧ଟି ଗାଡିରୁ ଜୋରିମାନା ଆଦାୟ କରାଯାଇଛି । ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ ବୋଲି…

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିଟ୍‌ ପିଜି ୨୦୨୨ ପରୀକ୍ଷା ସ୍ଥଗିତ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି…

ମିଡିଆ ଓ ପୁଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦା

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୌଣସି ଏକ ଅପରାଧ ସମ୍ପର୍କରେ ଟିଭି ଚ୍ୟାନେଲରେ ବିତର୍କ ଚାଲିଥିବାବେଳେ ପ୍ରମାଣଗୁଡିକୁ ଲିକ୍ ନକରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମିଡିଆ ଓ ପୁଲିସକୁ ତାଗିଦା କରାଯାଇଛି । ଏଭଳି କାର୍ଯ୍ୟ ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥାର ଉଲ୍ଲଂଘନ ହେବ ବୋଲି…

ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଲେ ଜଷ୍ଟିସ ନରିମାନ୍

ନୂଆଦିଲ୍ଲୀ : ସୋସିଆଲ ଓ ଡିଜିଟାଲ ମିଡିଆ ଯୁଗ ସହ ତାଳ ଦେଇ ଚାଲିବାକୁ ବର୍ତ୍ତମାନ ସମାଜର ସବୁବର୍ଗର ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପ୍ରସଙ୍ଗରେ ନିଜକୁ ସାମିଲ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରୋହିନଟନ୍ ଫଲି ନରିମାନ୍ । ଜଷ୍ଟିସ ନରିମାନ୍ ଏପ୍ରିଲ ୧୬ରେ…