Browsing Tag

suprime court

ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୁପ୍ରିମକୋର୍ଟରେ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟ । ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି…

ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ -ୟୁଜିସି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି ୟୁଜିସି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ…

ସୁପ୍ରିମକୋର୍ଟଙ୍କ ରାୟ ପରେ ଶିକ୍ଷାବିତ୍ ଖୁସି

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହାସହ ୪ ସପ୍ତାହରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ । ଶିକ୍ଷାବିତଙ୍କ ଅଭିଯୋଗ ଥିଲା, ଅଧିନିୟମ ବିଶ୍ବବିଦ୍ୟାଳୟର…

ମା’ର ଦେଖାଶୁଣା ପାଇଁ ବଡ ଘର ନାହିଁ ବଡ ହୃଦୟ ଦରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମା’ର ଦେଖାଶୁଣା କରିବା ଏବଂ ରଖିବା ପାଇଁ ବଡ ଘର ଦରକାର ନାହିଁ ବଡ ହୃଦୟ ଦରକାର ବୋଲି ଏକ ପରିବାରିକ ବିବାଦର ଶୁଣାଣି କରି ଦେଶର ସବୋର୍ଚ୍ଚ କୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପଣୀ ଦେଇଛନ୍ତି । ୮୯ ବର୍ଷ ବୟସ୍କ ଜଣେ ବୃଦ୍ଧା ବୈଦେହୀ ସିଂହ ଡିମେନସିଆ ରୋଗରେ ପୀଡ଼ିତ । କିନ୍ତୁ…

ବଢିଲା ଆଡମିସନ ସମୟସୀମା, ଆବେଦନ କରିନଥିଲେ ପୁଣି ମିଳିବ ଆଉ ଏକ ସୁଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଶାୟୀମାନଙ୍କ ପାଇଁ ଖୁସି ଖବର । ଆବେଦନ କରିନଥିଲେ ପୁଣି ମିଳିବ ଆଉ ଏକ ସୁଯୋଗ । ଚଳିତ ମାସ ୩୧ ତାରିଖ ଯାଏଁ ଓଡ଼ିଶାରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକରେ ନାମଲେଖା ଆବେଦନ କରିହେବ । ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ…