ବିଶ୍ରା ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁନ୍ଦରଗଡ ଜିଲ୍ଲାର ୨ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବିଶ୍ରା ଅଞ୍ଚଳକୁ ଅବରୋଧ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ୪୮ ଘଣ୍ଟା ଯାଏଁ କେହି ଘରୁ ନ ବାହାରିବା ଲାଗି ଅନୁରୋଧ କରିଛନ୍ତି। ବିଶ୍ରା ଟାଉନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି…