Browsing Tag

Sundargarh

ତିନି ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାପାଙ୍କ ମାଡ଼ ସହିନପାରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତିନି ଭଉଣୀ । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,…

ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ଦୁଇ ଭାଇଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଓଡିଶା ଫାଷ୍ଟ(ବ୍ୟୁରୋ): କିଛି ମାସ ତଳେ କଂଗ୍ରେସରୁ ବହିଷ୍କୃତ ହୋଇ ବିଜେଡିରେ ଯୋଗ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲା ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆହତମାନେ ହେଲେ ନରେଶ ପ୍ରତାପ ସିଂ, ରିତେଶ ସିଂ ଓ ସୁମନ୍ତ…

ମଜଭୁତ ବିଜେପି ଏଥର ଓଡ଼ିଶାରେ ଫୁଟାଇବ ପଦ୍ମ: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ର ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ।ସୁନ୍ଦରଗଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି, "ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ" କହି ନିଜ ଅଭିଭାଷଣ ଆରମ୍ଭ…

କଂଗ୍ରେସକୁ ଶନିଦଶା ! ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁନିତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ପଡିଛି ଶନିଦଶା । ରାଜ୍ୟ କଂଗ୍ରେସ ମୁଖିଆଙ୍କ ଉପରେ ପାଉନି ଭରସା । ଗୋଦରା ଖୋଳେ ଯେତେ ମାଡ଼େ ସେତେ ପରି ହେଲାଣି ରାଜ୍ୟ କଂଗ୍ରେସର ଅବସ୍ଥା । ନିର୍ବାଚନ ଯେତେ ପଖାଉଛି କଂଗ୍ରେସରୁ ନେତା ସେତେ କମୁଛନ୍ତି । କଂଗ୍ରେସର ଅନେକ ନେତାଙ୍କ ବୟସ ଅଧିକ…

ଘନ କୁହୁଡିରୁ ସିରିଜ ଦୁର୍ଘଟଣା, ଜଣେ ମୃତ, ୩ ଜଣ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଗତ କାଲି ରାତିରେ ଘନ କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକରେ ସିରିଜ ଦୁର୍ଘଟଣା ଘଟିଯାଇଛି । ପ୍ରଥମେ ଦୁଇଟି…

ଦାଦନ ଦୁଃଖ, ପାଉଣା ବଦଳରେ ଇଟାଭାଟି ମାଲିକଙ୍କ ଏସିଡ୍‌ ମାଡ଼ ଓ ଅନ୍ୟ ଜଣଙ୍କ କାଟିଲେ ଆଙ୍ଗୁଠି

ଓଡିଶା ଫାଷ୍ଟ(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌କୁ ଇଟାଭାଟିରେ କାମ କରିବାକୁ ଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ବୁରତା ଗ୍ରାମର ୧୧ ଦାଦନ ଶ୍ରମିକ ନିର୍ଯାତନାର ଶିକାର ହୋଇଛନ୍ତି । ପାଉଣା ବଦଳରେ ଇଟାଭାଟି ମାଲିକଙ୍କ ଏସିଡ୍‌ ମାଡ଼ କରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ କିରଣ…