ମହଣ ମହଣ ସୁନାରେ ଝଟକୁଛନ୍ତି ତିନି ଠାକୁର, ଦେଖନ୍ତୁ କିଛି ଅବିସ୍ମରଣୀୟ ମୁହୂର୍ତ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମଭୂମି ରୁ କର୍ମଭୂମିକୁ ବହୁଡ଼ିଲେ ମହାପ୍ରଭୂ । ସରିଲା ଜନ୍ମବେଦୀରେ ଲିଳାଖେଳା । ଗତକାଲି ବାହୁଡା ଯାତ୍ରା ସୁରୁଖୁରୁରେ ସମାପନ ହେବାପରେ ଆଜି ତିନି ଠାକୁର ସୁନା ବେଶରେ ସୁସଜ୍ଜିତ ହୋଇଛନ୍ତି । ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ତିନି ଠାକୁର ।…