ମେ’ ମାସରେ ସିଝିବ ଓଡିଶା !
ମେ' ମାସରେ ଆସିପାରେ ହିଟଓ୍ବେଭ । ଏନେଇ ଆଇଏମଡି ପକ୍ଷରୁ ସତର୍କତା ଜାରି କରାଯାଇଛି । ତେବେ ମେ ମାସରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ବିଶେଷ କରି ଉପକୂଳ ଓଡ଼ିଶାରେ ହିଟଓ୍ବେଭ ଆସିପାରେ ।
ସେହିପରି…