Browsing Tag

Sukinda MLA Pritiranjan Ghadai

ଗୋଟିଏ ଦିନ ପଞ୍ଚାୟତ ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ଆରମ୍ଭ କରିଛନ୍ତି ପଞ୍ଚାୟତ ରେ ଦିନଟିଏ । ଏହି ଅବସରରେ ଆଜି ଦାନଗଦି ବ୍ଲକ ଚିତିରି ପଞ୍ଚାୟତ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ପ୍ରୀତିରଞ୍ଜନ ଆଲେଚନା କରିଛନ୍ତି ।

ସୁକିନ୍ଦା ବିଧାୟକ ଙ୍କ ମଦ୍ରାସା ସ୍କୁଲ ପରିଭ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ଗଡ଼ ପଞ୍ଚାୟତ ରେ ଥିବା ମଦ୍ରାସା ସ୍କୁଲ ଓ ମୁସଲମାନ ଭାଇମାନଙ୍କ କବର ସ୍ତାନ କୁ ଆଜି ସୁକିନ୍ଦା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇଂ ପ୍ରୀତିରଞ୍ଜନ ଘଡେଇ ବୁଲି ଦେଖିଛନ୍ତି । ନୂତନ ମଦ୍ରାସା ସ୍କୁଲ ଗୃହ ଓ କବର ସ୍ତାନ ପାଇଁ ବିଧାୟକ ପ୍ରୀତିରଞ୍ଜନ ଆଜି…