ସୁକିନ୍ଦା ବିଧାୟକ ଙ୍କ ଦ୍ଵାରା ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦାନଗଦୀ, ଓସ୍ତପାଳ ଉଚ୍ଚ ବିଦ୍ୟାଳୟଅନୁଷ୍ଠିତ ହେବାକୁ ଯାଉଛି ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର । ଆସନ୍ତା ୨୮/୦୭/୨୦୧୮ ଓ ୨୯/୦୭/୨୦୧୮ ସକାଳ ୮ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ…