Browsing Tag

sukhma

୧୪ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଓ ଗୋଲାପଲି ଥାନା ଅଞ୍ଚଳରେ ସୋମବାର ଏନକାଉଣ୍ଟରରେ ୧୪ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଉକ୍ତ ଅଞ୍ଚଳରେ ଗତ କିଛି ଦିନ ହେବ ମାଓବାଦୀ ରହୁଥିବା ପୋଲିସ ଖବର ପାଇଥିଲା । ତେବେ…