Browsing Tag

Suddenly the problem is increasing in the family

ହଠାତ ପରିବାରରେ ବଢୁଛି ସମସ୍ୟା, ତେବେ ରୋଷେଇ ଘରେ କରନ୍ତୁ ଏଭଳି କାର୍ଯ୍ୟ, ଦୂର ହେବ ବଢୁଥିବା ସମସ୍ୟା

ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି। ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି,ତେବେ ଆପଣ ରୋଷେଇ ଘରକୁ ଦେଖନ୍ତୁ। କାରଣ ଏହା ଏପରି ସ୍ଥାନ ଯେଉଁଠାରେ ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଯଦି ଏଠାରେ କୌଣସି ଦୋଷ ଥାଏ ତେବେ…