ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ସୁଦଶା ବ୍ରତ। ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ମଧ୍ୟରୁ ଏହା ଅନ୍ୟତମ। ଏହିଦିନକୁ ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ଉତ୍କଳୀୟ ସଂସ୍କୃତିରେ ଏହାର ବେଶ ଗୁରୁତ୍ୱ ରହିଛି। ଖାସ୍ କରି ଏହି ଦିନ ସଧବା ନାରୀ ମାନେ ବ୍ରତ ରଖିଥାନ୍ତି। ରୀତିନୀତି…