ମୃତ୍ୟୁ ପୂର୍ବରୁ ମଣିଷକୁ ମିଳିଥାଏ ଏଭଳି ପୂର୍ବ ଆଭାସ
ଜୀବନର ସବୁଠାରୁ ବଡ଼ ସତ ମୃତ୍ୟୁ ହୋଇଥାଏ। ଯିଏ ବି ଦୁନିଆକୁ ଆସିଛି ସେ ଦିନେ ନା ଦିନେ ମୃତ୍ୟୁ ସହିତ ଦୁନିଆ ଛାଡ଼ିବାକୁ ପଡ଼ିଥାଏ। କିନ୍ତୁ ମୃତ୍ୟୁ କେବେ ଏବଂ କେଉଁ ରୂପରେ ଆସିବ ତାହା କହିବା ସମ୍ଭବ ନୁହେଁ । ତେବେ କେବଳ ମୃତୁର ନିକଟତର ହେଉଥିବା ବ୍ୟକ୍ତି ହିଁ ଏହାକୁ ଅନୁଭବ କରିପାରିବେ ।…