Browsing Tag

such bad habits will be removed

ଆପଣଙ୍କ ପିଲା ଅଧିକ ମୋବାଇଲ ଧରୁଛି କି ? ତେବେ ଏହି ଉପାୟ ଆପଣାନ୍ତୁ, ଏଭଳି ଖରାପ ଅଭ୍ୟାସ ହେବ ଦୂର

ଆଜିକାଲିର ପିଲା ମୋବାଇଲ ପ୍ରତି ବେଶ ଆକୃଷ୍ଟ । ନିଜ ବ୍ୟସ୍ତବହୁଳ ଜୀବନଶୈଳୀରେ ପିଲାଙ୍କୁ ସମ୍ଭାଳିବା ପିତା-ମାତାଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି । ତେଣୁ ସବୁଠାରୁ ସହଜ ପନ୍ଥା ଆପଣଉଛନ୍ତି ମୋବାଇଲ ଫୋନ ବା ସ୍ମାର୍ଟ ଫୋନ୍‌ । ଯାହା ପିଲାଙ୍କୁ ବ୍ୟସ୍ତ ରଖୁଛି ଓ ଏକରମ…