Browsing Tag

subrat bachi

କରୋନା ମୁକାବିଲା ପାଇଁ ଜୁନ୍‌ କାହିଁକି ଗୁରୁତ୍ୱପୂର୍ଣ୍ଣ; ବୁଝାଇଲେ ବାଗ୍‌ଚୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଓ ଭାରତ ସହିତ ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଯେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ। କରୋନା ମୁକାବିଲା ପାଇଁ ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ…

ସମସ୍ତ ଜିଲ୍ଲାପାଳ କ୍ୱାରେଂଟାଇନ୍ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସମସ୍ତଙ୍କୁ କୋଭିଡ ତାଲିମ ଦେବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୱାରେଂଟାଇନ୍ ସେଂଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା। ଗତ ୨୪୧ଟି ପଜିଟିଭରୁ ୧୨ ଜଣ ବାଦ୍ ୨୨୯ ଜଣ ଫେରନ୍ତା…

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନ ଥିଲା ନିର୍ବାଚନୀ ବାର୍ତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବାହାର ରାଜ୍ୟରେ ଅଟକିଥିବା ଓଡ଼ିଶାର ପୁଅଝିଅଙ୍କୁ…

କରୋନାକୁ ନେଇ ୧୨ ଭ୍ରାନ୍ତ ଧାରଣା ଉପରେ ସ୍ପଷ୍ଟୀକରଣ : ସୁବ୍ରତ ବାଗଚୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାକୁ ନେଇ ସମସ୍ତଙ୍କ ମନରେ ଏକପ୍ରକାରର ଆତଙ୍କ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଭାନ୍ତ ଧାରଣା ସୃଷ୍ଟି ହୋଇଛି ।ତେବେ, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆଯୋଜିତ ସାମ୍ବାଦିକ ସମ୍ମଳନୀରେ…

ଓଡିଶାର ପଦକ୍ଷେପକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ସେପଟେ ଏହି ସମୟରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ରାଜ୍ୟରେ କରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ବୋଲି ଆଜି ସାମ୍ବାଦିକ…

କରୋନାରୁ ବିଜୟଲାଭ କରିବାକୁ ୮ ଫର୍ମୁଲା ଦେଲେ ସୁବ୍ରତ ବାଗଚୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାରୁ ବିଜୟ ଲାଭ କରିବାକୁ ହେଲେ ଆମକୁ ଲମ୍ବା ଦୌଡିବାକୁ ପଡିବ । ଆଉ ଏଇ ଲମ୍ବା ଦୌଡ଼ରେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ। ଏହି…

କୋରୋନା ସଂକ୍ରାନ୍ତଙ୍କ ସହ ଶ୍ରଦ୍ଧାଭାବ ଆଚରଣର ଆବଶ୍ୟକତା ରହିଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାଜ୍ୟରେ ୪ର୍ଥ କୋରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭ଜଣଙ୍କୁ ଏଯାବତ୍ ଚିହ୍ନଟ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।…

୧୦ ଶତକଡା ପାଇଁ ୯୦ ଶତକଡା ଲୋକ ଅଡ଼ୁଆରେ ପଡ଼ୁଛନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଛି । ହେଲେ ୧୦ପ୍ରତିଶତ ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ସେମାନଙ୍କ ପାଇଁ ୯୦ ପ୍ରତିଶତ ଲୋକଙ୍କ ପ୍ରତି ବିପଦର ଆଶଙ୍କା ରହିଛି । ତେଣୁ ସେହି ୧୦ପ୍ରତିଶତ ଲୋକଙ୍କୁ ସାବାଡ୍ କରିବାକୁ…