Browsing Tag

Subash Chauhan joined BJD

ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ, ନିର୍ବାଚନ ନଲଢ଼ିବାକୁ ନେଲେ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ସୁବାସ ଚୌହ୍ୱାନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ଚୌହ୍ୱାନ କହିଛନ୍ତି, ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କୁ…