ଏଭଳି ଲୋକଙ୍କ ଫିଜିକାଲ ଲାଇଫ୍ ଅନ୍ୟମାନଙ୍କ ତୁଳନାରେ ହୋଇଥାଏ ଅଧିକ ସୁଖଦ
ଫିଜିକାଲ ଇଣ୍ଟିମେସୀ ଯୋଗୁ ବୈବାହିକ ଜୀବନରେ ରୋମାଞ୍ଚ ବଜାୟ ରହେ ଓ ଦମ୍ପତି ପରସ୍ପର ସହ ବୋର୍ ହୁଅନ୍ତି ନାହିଁ। ଏହା ବିନା ସମ୍ପର୍କ ମଜଭୁତ ହୁଏ ନାହିଁ। ତେବେ ଏହା ବ୍ୟତୀତ ମଧ୍ୟ କେତେକ ଏଭଳି ଜିନିଷ ଅଛି, ଯାହା କପଲଙ୍କ ମଧ୍ୟରେ ଭଲ ପାଇବା ବଢ଼ାଇବାରେ ସାହାଯ୍ୟ କରେ। ଏକ୍ସପର୍ଟଙ୍କ ମତରେ,…