Browsing Tag

student

ଗେଟ୍ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ତିନୋଟି ଗେଟ୍ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ତରଫରୁ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଛି। ରେଭେନ୍ସା କର୍ତ୍ତୃପକ୍ଷ ଦୀର୍ଘ ଦିନ ହେବ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ଗେଟକୁ ସନ୍ଧ୍ୟା ୬ ରୁ ୮ ପର୍ଯ୍ୟନ୍ତ ବନ୍ଦ କରିବାକୁ…

ପିଲା ନାଚିଲେ , ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଶେରଗଡ଼ ବରମୁଣ୍ଡୁଳି ଅପଗ୍ରେଡ଼୍ ହାଇସ୍କୁଲ ସୁଜାତା ପାଢୀ ନିଲମ୍ବିତ ହୋଇଛନ୍ତି । କ୍ଲାସ୍‌ରେ ପୁଷ୍ପା ଫିଲ୍ମର ଗୀତ ଲଗାଇ ପିଲାମାନେ ନାଚୁଥିବାର ଭିଡ଼ିଓ କିଛି ଦିନ ତଳେ ଭାଇରାଲ ହେବା ପରେ…

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମେଧାବୀଙ୍କୁ ଅଣଦେଖା କରି କମ୍ ମାର୍କ ରଖିଥିବା ପିଲାଙ୍କୁ ଅଧିକ ମାର୍କ ଦିଆଯାଇଛି ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିସହ ଏହାର…

ୟୁକ୍ରେନରୁ ଫେରିଲେ ୪ ଓଡ଼ିଆ ଛାତ୍ରଛାତ୍ରୀ ; ରାଜ୍ୟ ସରକାରଙ୍କୁ ଦେଲେ ଧନ୍ୟବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ୟୁକ୍ରେନରୁ ସୁରକ୍ଷିତ ଫେରିଲେ ୪ ଓଡ଼ିଆ ଛାତ୍ର ଛାତ୍ରୀ। ଗତକାଲି ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନେ ହେଲେ ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର…

ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର: ୨ଛାତ୍ରୀ ନେଇ ଫେରାର ଥିଲା

ଧରାପଡ଼ିଲେ ଫେରାର୍‌ ଟ୍ୟୁସନ ସାର । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟର ନେଇ ଫେରାର ହୋଇଯାଇଥିଲେ। ସମ୍ବଲପୁର ଅଇଁଠାପାଲି ଅଂଚଳରୁ ଦୁଇ ଛାତ୍ରୀ ଉଦ୍ଧାର । ଉଦ୍ଧାର କଲା ବଡଗଡ଼ ଓ ଅଇଁଠାପାଲି ଥାନା ପୋଲିସ । ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୋଲିସ । ଘରକୁ ଯାଇ…

ହାଇସ୍କୁଲରେ ପଶିଲା କରୋନା, ୨ ନବମ ଶ୍ରେଣୀ ଛାତ୍ର ପଜିଟିଭ୍ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ପଶିଲା କରୋନା । ନବମ ଶ୍ରେଣୀର ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍କୁଲରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍…

ଏବେ ଦେଶର ସମସ୍ତ ସୈନିକ ସ୍କୁଲରେ ପଢି ପାରିବେ ଝିଅ : ମୋଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲା ପ୍ରାଚୀରରୁ ଦେଶର ଝିଅଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ସୈନିକ ସ୍କୁଲରେ ଏବେ ଝିଅ ପଢିପାରିବେ। ସେମାନଙ୍କ ପାଇଁ ଏବେ ସମସ୍ତ ସୈନିକ ସ୍କୁଲ…